Advertisment

ବାହାରିଲା ମାଟ୍ରିକ ରେଜଲ୍ଟ : କେମିତି ଜାଣିବେ ଆପଣଙ୍କ ରେଜଲ୍ଟ

ପ୍ରତୀକ୍ଷାର ଅନ୍ତ ଘଟିଲା I ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ I କରୋନା

ଅଦ୍ୟତନ ହୋଇଛି
Matric Exam Results 2022

Matric Exam Results 2022

Advertisment

ପ୍ରତୀକ୍ଷାର ଅନ୍ତ ଘଟିଲା I ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ I କରୋନା କାଳରେ ଲକଡାଉନ ଯୋଗୁଁ ୨ ବର୍ଷ ଧରି ଅଫଲାଇନ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ I କିନ୍ତୁ ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ ମୋଡ ତଥା ପରୀକ୍ଷା ହଲରେ ଦେଇଥିଲେ ମାଟ୍ରିକ ଏକଜାମ I ଏଥର ନୂଆ ପଦ୍ଧତିରେ ମୂଲ୍ୟାୟନ I ରେଜଲ୍ଟକୁ ନେଇ ବେଶ ଉତ୍କଣ୍ଠିତ ଓ ଉତ୍ସାହିତ  ଛାତ୍ରଛାତ୍ରୀ I କେମିତି ଜାଣିବେ ଆପଣଙ୍କ ରେଜଲ୍ଟ I ମାଟ୍ରିକ ରେଜଲ୍ଟର ଟିକିନିଖି ଖବର ଜାଣନ୍ତୁ...

Advertisment
  • Jul 06, 2022 19:20 IST

    ମାଟ୍ରିକ୍ ପରୀକ୍ଷାରେ ବିଧାୟକ ପାଇଲେ ଫାଷ୍ଟକ୍ଲାସ୍

    ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍ କଲେ। ମାଟ୍ରିକ ପରୀକ୍ଷାରେ ବିଧାୟକ ବି-୧ ଗ୍ରେଡ୍ ପାଇଥିବା ସୂଚନା ମିଳିଛି। ୫୮ ବର୍ଷ ବୟସ୍କ ବିଧାୟକ ୭୨ ପ୍ରତିଶତ ମାର୍କ ପାଇଥିବା ସୂଚନା ମିଳିଛି। ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଥିଲେ। ବିଧାୟକ ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍‌ ଭିତରକୁ ଯାଇଥିଲେ। 

    ଅଧିକ ପଢନ୍ତୁ...

  • Jul 06, 2022 14:15 IST

    ରେଜଲ୍ଟ ଦେଖିଲା ବେଳେ ଛାତ୍ରଙ୍କ ଛାତି ଧଡ଼ଧଡ଼

  • Jul 06, 2022 14:13 IST

    ଠିକ୍ ସମୟରେ ରେଜଲ୍ଟ ବାହାର କରିବା ବଡ଼ ଚ୍ୟାଲେଞ୍ଜ ଥିଲା: ମନ୍ତ୍ରୀ

  • Jul 06, 2022 14:11 IST

    ୬୦୦ରୁ ୫୯୫ ମାର୍କ ରଖିଲେ ବ୍ରହ୍ମପୁରର ଛାତ୍ର

  • Jul 06, 2022 13:40 IST

    ଅସନ୍ତୁଷ୍ଟ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ

    ଯେଉଁ ଛାତ୍ରଛାତ୍ରୀମାନେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ରି-ଚେକିଂ କରାଇ ପାରିବେ। ଆହୁରି ପଢ଼ନ୍ତୁ...

  • Jul 06, 2022 13:38 IST

    ୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି: ମନ୍ତ୍ରୀ

  • Jul 06, 2022 13:28 IST

    ମାଟ୍ରିକ୍‌ ରେଜଲ୍ଟ ଘୋଷଣା ବେଳେ କଣ କହିଲେ ମନ୍ତ୍ରୀ ?

  • Jul 06, 2022 13:26 IST

    ୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି: ମନ୍ତ୍ରୀ

    -୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି- ମନ୍ତ୍ରୀ
    -ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ
    -ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ
    -ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ- ମନ୍ତ୍ରୀ

    -୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍ କରିଛନ୍ତି

  • Jul 06, 2022 13:25 IST

    କେତେ ଛାତ୍ରଛାତ୍ରୀଙ୍କ A1 ରେଜଲ୍ଟ

    -A1ରେ ପାସ୍ କରିଛନ୍ତି ୮୧୧୯ ଛାତ୍ରଛାତ୍ରୀ

    -A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା

    -B1ରେ ୧, ୨୦, ୨୦୩

    -B2ରେ ୧, ୪୨, ୨୬୬

    -Cରେ ୧, ୧୬, ୧୧୧

    -Dରେ ୫୯, ୨୪୫

    -Eରେ ୧୪, ୬୪୭

    -Fରେ ୭୭୯୦

  • Jul 06, 2022 13:19 IST

    ଜୁଲାଇ ୧୧ରୁ ରି-ଚେକିଂ

    -ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ
    -ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନଲାଇନରେ ଆବେଦନ
    -ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ

  • Jul 06, 2022 13:10 IST

    ବାହାରିଲା ମାଟ୍ରିକ୍‌ ରେଜଲ୍ଟ, ଏଥର ଆଗରେ ଛାତ୍ରୀ

  • Jul 06, 2022 13:09 IST

    ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

    ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

    1. ଅଫିସିଆଲ୍‌ ୱେବ୍‌ସାଇଟ୍‌ www.bseodisha.ac.in ଓ www.bseodisha.nic.in ଲଗ୍‌ ଇନ୍‌ କରନ୍ତୁ
    2. ହୋମ୍‌ପେଜ୍‌ରେ ରେଜଲ୍ଟ ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ
    3. ଏହାପରେ ଉପଲ୍ଲବ୍ଧ ଥିବା  Annual HSC Examination Result 2022 ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ
    4. ପରୀକ୍ଷା ରୋଲ୍ ନମ୍ବର ଦେବାସହ ଆବଶ୍ୟକୀୟ ତଥ୍ୟ ଦେଇ ଏହାକୁ ପୂରଣ କରନ୍ତୁ
    5. ଆବଶ୍ୟକୀୟ ତଥ୍ୟ ଦେବା ପୂର୍ବରୁ ଏହାକୁ ଭଲ ଭାବରେ ଚେକ୍‌ କରି ନିଅନ୍ତୁ
    6. ତଥ୍ୟ ଦେବା ପରେ BSE Odisha Class 10 Result 2022 ସ୍କ୍ରିନ୍‌ରେ ଆସି ଯିବ
    7. ଏହାପରେ ଛାତ୍ରଛାତ୍ରୀମାନେ ସ୍କୋର୍‌ କାର୍ଡ ଡାଉନ୍‌ଲୋଡ୍‌ କରି ଏହାର ପ୍ରିଣ୍ଟ ବାହାର କରିପାରିବେ

  • Jul 06, 2022 13:07 IST

    ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ୯୦.୫୫%

    -ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ
    -ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ
    -ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ୯୦.୫୫%
    -ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା
    -ପାସ୍ କଲେ- ୫, ୧୭, ୮୪୭  ଓ ଫେଲ୍- ୮୬୯୯
    -ଛାତ୍ର ପାସ୍- ୨, ୫୬, ୮୭୭ ଓ ଛାତ୍ରୀ ପାସ୍- ୨, ୬୦, ୯୭୦

  • Jul 06, 2022 13:00 IST

    ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ

    ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।

    ଅଧିକ ପଢନ୍ତୁ...

  • Jul 06, 2022 12:43 IST

    ବାହାରିବ ରେଜଲ୍ଟ: ଛାତ୍ରଛାତ୍ରୀଙ୍କ ଛାତି ଧଡ଼ଧଡ଼

  • Jul 06, 2022 12:29 IST

    ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

    ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ...ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ରେଜଲ୍ଟ....

    BSE Odisha Class 10 Result 2022 Online Results

  • Jul 06, 2022 12:07 IST

    କେମିତି ହୋଇଥିବ ରେଜଲ୍ଟ, ତାକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ

  • Jul 06, 2022 12:03 IST

    ମାଟ୍ରିକ୍ ରେଜଲ୍ଟକୁ ନେଇ ସମ୍ବଲପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା

  • Jul 06, 2022 11:09 IST

    କେମିତି ଚେକ୍‌ କରିବେ ମାଟ୍ରିକ୍‌ ରେଜଲ୍ଟ, ଜାଣନ୍ତୁ...

  • Jul 06, 2022 11:07 IST

    ବାହାରିବ ମାଟ୍ରିକ୍‌ ରେଜଲ୍ଟ, ବେଶ ଆଶାବାଦୀ ଛାତ୍ରଛାତ୍ରୀ

    ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ । ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ ।

    ଆହୁରି ପଢ଼ନ୍ତୁ...

Bse Odisha 10th Result 2022 Matric Result 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ