Advertisment

ଘରେ ପ୍ରସ୍ତୁତ କରନ୍ତୁ ମାଂସ ବାଇଗଣ

ଆବ୍ୟକୀୟ ସାମଗ୍ରୀ: ମାଂସ, ବାଇଗଣ, ପିଆଜ, ଗୁଜରାତି, ଅଦା, ରସୁଣ, ତେଜପତ୍ର, ଟମାଟୋ, ଡାଲଚିନି, କଞ୍ଚାଲଙ୍କା, ଲୁଣ, ହଳଦୀ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ପରିଷ୍କାର କରି ଛୋଟ ଛୋଟ କାଟନ୍ତୁ। ବାଇଗଣ ଏବଂ ପିଆଜକୁ ଅଲଗା ଅଲଗା କରି ଛୋଟ ଛୋଟ କାଟନ୍ତୁ। ରସୁଣ, ଅଦା, କଞ୍ଚାଲଙ୍କାକୁ ବାଟି ନିଅନ୍ତୁ। କଡ଼େଇରେ ତେଲ ପକାଇ ଡାଲଚିନି, ଗୁଜରାତି, ତେଜପତ୍ରକୁ ଫୁଟାଇ ନିଅନ୍ତୁ। ପିଆଜ ଭାଜି ନେଇ ସେଥିରେ ମାଂସ, ଟମାଟୋ ପକାନ୍ତୁ ଏବଂ ରସୁଣ, […]

author-image
Otv Khabar Bureau
ଘରେ ପ୍ରସ୍ତୁତ କରନ୍ତୁ ମାଂସ ବାଇଗଣ

meat brinjal

ଆବ୍ୟକୀୟ ସାମଗ୍ରୀ: ମାଂସ, ବାଇଗଣ, ପିଆଜ, ଗୁଜରାତି, ଅଦା, ରସୁଣ, ତେଜପତ୍ର, ଟମାଟୋ, ଡାଲଚିନି, କଞ୍ଚାଲଙ୍କା, ଲୁଣ, ହଳଦୀ ଓ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ପରିଷ୍କାର କରି ଛୋଟ ଛୋଟ କାଟନ୍ତୁ। ବାଇଗଣ ଏବଂ ପିଆଜକୁ ଅଲଗା ଅଲଗା କରି ଛୋଟ ଛୋଟ କାଟନ୍ତୁ। ରସୁଣ, ଅଦା, କଞ୍ଚାଲଙ୍କାକୁ ବାଟି ନିଅନ୍ତୁ। କଡ଼େଇରେ ତେଲ ପକାଇ ଡାଲଚିନି, ଗୁଜରାତି, ତେଜପତ୍ରକୁ ଫୁଟାଇ ନିଅନ୍ତୁ। ପିଆଜ ଭାଜି ନେଇ ସେଥିରେ ମାଂସ, ଟମାଟୋ ପକାନ୍ତୁ ଏବଂ ରସୁଣ, ଅଦା ବଟା ପକାଇ ଅଳ୍ପ ଆଞ୍ଚରେ ସିଝାନ୍ତୁ। ମାଂସ ସିଝିଯିବା ପରେ କଟା ବାଇଗଣକୁ ପକାଇବେ ଏବଂ ବାଇଗଣ ସିଝି ଭାଜିବା ଭଳି ହେଲେ ଓହ୍ଲାଇବେ।

Meat Brinjal Receipe
Advertisment
Advertisment