[caption id="attachment_196424" align="alignnone" width="792"] Dahi Chingudi Tarkari[/caption]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ।
How to Prepare Dahi Chingudi Tarkari
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ।
- ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ିରେ ମିଶାନ୍ତୁ।
- ଏ ସବୁକୁ କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ।
- କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଦହି ଚିଙ୍ଗୁଡ଼ି। ଏହାକୁ ଗରମ ଭାତ ସହିତ ଖାଆନ୍ତୁ।
ଆହୁରି ପଢ଼ନ୍ତୁ: କିପରି ତିଆରି କରିବେ Tiranga Halwa Recipe