Advertisment

Will a US–Iran War Break Out? ମଧ୍ୟପ୍ରାଚ୍ୟରେ ଘନଉଛି ଭୟଙ୍କର ଯୁଦ୍ଧ ଆଶଙ୍କା, ତେହେରାନ୍ ଉପକୂଳ ମୁହାଁ ୟୁଏସ୍ ଯୁଦ୍ଧ ପୋତ

କେତେବେଳେ ବି ଆଟାକ୍ କରିପାରେ ଆମେରିକା। ମଧ୍ୟପ୍ରାଚ୍ୟରେ ଘନଉଛି ଭୟଙ୍କର ଯୁଦ୍ଧ ଆଶଙ୍କା। ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ। ତେହେରାନ୍ ଉପକୂଳ ମୁହାଁ ୟୁଏସ୍ ଯୁଦ୍ଧ ପୋତ।

US-Iran

US-Iran Photograph: (OTV)

Advertisment

ଲାଗିଯିବ କି ଆମେରିକା-ଇରାନ୍ ଯୁଦ୍ଧ ? କେତେବେଳେ ବି ଆଟାକ୍ କରି ଦେଇପାରେ ଆମେରିକା । ମଧ୍ୟପ୍ରାଚ୍ୟରେ ଘନୋଉଛି ଭୟଙ୍କର ଯୁଦ୍ଧ ଆଶଙ୍କା। ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ତେହେରାନ୍ ଉପକୂଳ ମୁହାଁ ହୋଇଛି ୟୁଏସ୍ ଯୁଦ୍ଧ ପୋତ। ଏନେଇ ସ୍ପଷ୍ଟ କରିଛନ୍ତି ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । 

Advertisment

ଏଣୁ ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆମେରିକା ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଏପଟେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଛନ୍ତି ଇରାନ୍ ସୁପ୍ରିମ ଲିଡର୍ ଖାମେନୋଇ। ସେ କହିଛନ୍ତି, ଇରାନ୍ କୌଣସି ପ୍ରକାରରେ ଭୟଭୀତ ନୁହେଁ। ମୁଁ ବଙ୍କରରେ ଲୁଚିନାହିଁ ବୋଲି ଦମ୍ଭର ସହ କହିଛନ୍ତି ଖାମେନୋଇ। ଆମେରିକା ଆକ୍ରମଣ କଲେ ଜବାବୀ ହମଲା ପାଇଁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲାଗିଯିବ କି ଆମେରିକା-ଇରାନ୍ ଯୁଦ୍ଧ ?
କେତେବେଳେ ବି ଆଟାକ୍ କରିପାରେ ଆମେରିକା 
ମଧ୍ୟପ୍ରାଚ୍ୟରେ ଘନଉଛି ଭୟଙ୍କର ଯୁଦ୍ଧ ଆଶଙ୍କା
ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ 
ତେହେରାନ୍ ଉପକୂଳ ମୁହାଁ ୟୁଏସ୍ ଯୁଦ୍ଧ ପୋତ
ସ୍ପଷ୍ଟ କଲେ ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ 
ଟ୍ରମ୍ପଙ୍କୁ ଇରାନ୍ ସୁପ୍ରିମ୍ ଲିଡରଙ୍କ କଡ଼ା ଜବାବ 
`ଇରାନ୍ କୌଣସି ପ୍ରକାରରେ ଭୟଭୀତ ନୁହେଁ' 
ମୁଁ ବଙ୍କରରେ ଲୁଚିନାହିଁ: ଖାମେନୋଇ
ଜବାବି ହମଲା ପାଇଁ ଇରାନ୍ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ 

Advertisment

US Iran Middle East Tension In Middle East
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ