Advertisment

Indians Stranded: ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଭାରତୀୟ, ୟୁଏଇରେ ସର୍ବାଧିକ ରହୁଛନ୍ତି ୪୩ ଲକ୍ଷ

ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଭାରତୀୟ। ଯୁଦ୍ଧର ଘନଘଟା ଭିତରେ ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଭାରତୀୟ। ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟଙ୍କୁ ନେଇ ବଢିଲା ଚିନ୍ତା।

Indians Stranded

Indians Stranded Photograph: (OTV)

Advertisment

ଇରାନ୍- ଇସ୍ରାଏଲ ଓ ଆମେରିକା ଯୁଦ୍ଧର ଘନଘଟା ଭିତରେ ମଧ୍ୟପ୍ରାଚ୍ୟରେ ବସବାସ କରୁଥିବା ଭାରତୀୟଙ୍କୁ ନେଇ ବଢିଛି ଚିନ୍ତା। ସୂଚନା ଅନୁସାରେ ମଧ୍ୟପ୍ରାଚ୍ୟରେ ପ୍ରାୟ ୯ ମିଲିୟନ୍ ଅର୍ଥାତ ୯୦ ଲକ୍ଷ ଭାରତୀୟ ବସବାସ କରୁଛନ୍ତି। 

Advertisment

ୟୁଏଇରେ ସର୍ବାଧିକ ୪୩ ଲକ୍ଷ, ସାଉଦି ଆରବରେ ପ୍ରାୟ ୨୬ ଲକ୍ଷ, କତାରରେ ୭ ଲକ୍ଷ, କୁଏତରେ ୧୧ ଲକ୍ଷ ଓ ବାହାରିନରେ ପ୍ରାୟ ୩ ଲକ୍ଷ ଭାରତୀୟ କାମ କରୁଛନ୍ତି।

ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହି ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରାଳୟ । ଅନ୍ୟପଟେ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ ବନ୍ଦ କରିଦେଇଛି ଏୟାର ଇଣ୍ଡିଆ।

Advertisment
Tension In Middle East Middle East
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ