Advertisment

Bangladesh New Govt Swearing: ଆଜି ବାଂଲାଦେଶରେ ନୂଆ ସରକାରର ଶପଥ ଗ୍ରହଣ, ସାମିଲ ହେବେ ଦେଶ ବିଦେଶର ବରିଷ୍ଠ ନେତା

ଆଜି ବାଂଲାଦେଶରେ ନୂଆ ସରକାରର ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନେସନାଲ୍ ପାର୍ଟି ମୁଖ୍ୟ ତାରିକ୍ ରହମାନ୍। ସାମିଲ ହେବେ ଦେଶ ବିଦେଶର ବରିଷ୍ଠ ନେତା।

Bangladesh New Govt Swearing

Bangladesh New Govt Swearing Photograph: (OTV)

Advertisment

ଆଜି ବାଂଲାଦେଶରେ ନୂଆ ସରକାରର ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନେସନାଲ୍ ପାର୍ଟି ମୁଖ୍ୟ ତାରିକ୍ ରହମାନ୍। ସାମିଲ ହେବେ ଦେଶ ବିଦେଶର ବରିଷ୍ଠ ନେତା। ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ତାଙ୍କ ସହିତ ବିଦେଶ ସଚିବ ବିକ୍ରମ ମିଶ୍ରି ମଧ୍ୟ ରହିବେ।

Advertisment

ଶପଥ ସମାରୋହରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେହିଦିନ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇପାରିବେ ନାହିଁ। ମାକ୍ରନ ଭାରତରେ ୧୯ ତାରିଖ ଯାଏଁ ରହିବେ। 

ମାକ୍ରମଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ଥିବାରୁ ପିଏମ୍ ମୋଦିଙ୍କ ବଦଳରେ ଭାରତ ପକ୍ଷରୁ ତାରିକ ରେହମାନଙ୍କ ଶପଥରେ ଯୋଗଦେବେ ବାଚସ୍ପତି ଓମ୍ ବିର୍ଲା। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି-BNP ନିର୍ବାଚନରେ ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଭାରତ ସମେତ ୧୩ ଦେଶକୁ ଆମନ୍ତ୍ରଣ କରାଯାଇଛି।

Advertisment

Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ