Advertisment

Gaganyaan Boost: ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ, ଡ୍ରୋଗ୍ ପାରାଚ୍ୟୁଟ୍ ପରୀକ୍ଷଣ

ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ। ଗଗନଯାନ ପାଇଁ ପାରାଚ୍ୟୁଟ୍ ର ସଫଳ ପରୀକ୍ଷଣ। ଗଗନଯାନ କ୍ରୁ ମଡ୍ୟୁଲ୍ ପାଇଁ ଡ୍ରୋଗ୍ ପାରାଚ୍ୟୁଟ୍ ବିକଶିତ।

Parachute Systems

Parachute Systems Photograph: (OTV)

Advertisment

ଆଉପାଦେ ଆଗେଇଲା ଭାରତର ମାନବ ମହାକାଶ ଯାନ ମିଶନ୍ ଗଗନଯାନ ଅଭିଯାନ । ମିଶନ୍ ପାଇଁ ପାରାଚ୍ୟୁଟ୍ ର ସଫଳ ପରୀକ୍ଷଣ କଲା ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଗତକାଲି ଚଣ୍ଡିଗଡ଼ରେ ଡ୍ରୋଗ୍ ପାରାସୁଟର ସଫଳ ପରୀକ୍ଷଣ କରାଯାଇଛି। 

Advertisment

ଗଗନଯାନ କ୍ରୁ ମଡ୍ୟୁଲ୍ ପାଇଁ ଏହା ଏହି ଡ୍ରୋଗ୍ ପାରାଚ୍ୟୁଟକୁ ବିକଶିତ କରାଯାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା ଅନୁସାରେ, ଏହି ପରୀକ୍ଷଣ ଡ୍ରୋଗ୍ ପାରାଚ୍ୟୁଟର କାର୍ଯ୍ୟଦକ୍ଷତା ଓ ବିଶ୍ବସନୀୟତାକୁ ସୁଦୃଢ କରିଛି ।  ଗଗନଯାନ ମିଶନ୍ ପାଇଁ ପାରାଚ୍ୟୁଟ୍ ସିଷ୍ଟମ୍ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

•    ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ
•    ଗଗନଯାନ ପାଇଁ ପାରାଚ୍ୟୁଟ୍ ର ସଫଳ ପରୀକ୍ଷଣ
•    ଗଗନଯାନ କ୍ରୁ ମଡ୍ୟୁଲ୍ ପାଇଁ ଡ୍ରୋଗ୍ ପାରାଚ୍ୟୁଟ୍ ବିକଶିତ
•    ଡ୍ରୋଗ୍ ପାରାଚ୍ୟୁଟର କାର୍ଯ୍ୟଦକ୍ଷତା ଓ ବିଶ୍ବସନୀୟତା ନିଶ୍ଚିତ ହେଲା
•    ଗଗନଯାନ ମିଶନ୍ ପାଇଁ ପାରାଚ୍ୟୁଟ୍ ସିଷ୍ଟମର ଯୋଗ୍ୟତା ଅର୍ଜନ 

Advertisment
Gaganyaan Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ