Advertisment

Iran's Missile & Drone Attack: ଜନବସତି ଅଞ୍ଚଳରେ ମିସାଇଲ୍ ମାଡ଼, ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ

ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼। ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ। ରେସିଡେନସିଆଲ୍ ଏରିଆକୁ ଟାର୍ଗେଟ୍ କଲା ଇରାନ୍। ବଡ଼ ବଡ଼ ଟାୱାରରେ ମିସାଇଲ୍ ମାଡ଼।

Iran Attacks Dubai

Iran Attacks Dubai Photograph: (OTV)

Advertisment

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ । ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼ । ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ । ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍  ଦୁବାଇର ରେସିଡେନସିଆଲ୍ ଏରିଆକୁ ଟାର୍ଗେଟ୍ କରିଛି । ବଡ଼ ବଡ଼ ଟାୱାରରେ ମିସାଇଲ୍ ମାଡ଼ କରି ଜାଳିଦେଇଛି । ଆକ୍ରମଣରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । 

Advertisment

ଚାରିଆଡ଼େ ବିସ୍ଫୋରଣ, ଧୂଆଁ ଓ ଯୁଦ୍ଧ ସାଇରନ୍ ଶୁଣାଯାଉଛି। ତେବେ ଅଧିକାଂଶ ଡ୍ରୋନକୁ UAEର ଏୟାର ଡିଫେନ୍ସ ଦ୍ୱାରା ଧ୍ୱଂସ କରାଯାଇଥିବା ସୂଚନା ମିଳିଛି । ସେପଟେ ଇସ୍ରାଏଲର ତେଲଅଭିବ ଉପରେ ଉଡ଼ୁଛି ମାଳମାଳ ଇରାନ୍ ଡ୍ରୋନ୍ । ଡ୍ରୋନ୍ ଜରିଆରେ ବଡ଼ ହମଲା କରୁଛି ଇରାନ୍ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Drone Attack Missile Attack Dubai Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ