Advertisment

Iran Attacks Dubai: ଇରାନର ଘନଘନ ରକେଟ୍ ମାଡ଼, କ୍ଷତିଗ୍ରସ୍ତ ହୋଇଛି ଦୁବାଇ

ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣର କଡ଼ା ଜବାବ ଦେଉଛି ଇରାନ। ଇରାନର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ୟୁଏଇର ଦୁବାଇ ସହର।

Iran Attacks Dubai

Iran Attacks Dubai Photograph: (OTV)

Advertisment

ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣର କଡ଼ା ଜବାବ ଦେଉଛି ଇରାନ । ଇରାନର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ୟୁଏଇର ଦୁବାଇ ସହର। ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ଇରାନର ଇଣ୍ଟରସେପ୍ଟର ଡିଫେନ୍ସ ସିଷ୍ଟମ, ଅନେକ ମିଜାଇକୁ ନଷ୍ଟ କରିଥିବା ଇରାନ ଦାବି କରିଛି।

Advertisment

ସେପଟେ କେନ୍ଦ୍ରୀୟ ଇସ୍ରାଏଲରୁ ମଧ୍ୟ ଆସିଛି କ୍ଷୟକ୍ଷତିର ଚିତ୍ର। ଇରାନର ଆକ୍ରମଣରେ ଧ୍ବଂସସ୍ତୁପ ପାଲଟିଛି ଇସ୍ରାଏଲର ବହୁ ଅଞ୍ଚଳ। ବାହାରିନରେ ଥିବା ଆମେରିକୀୟ ନୌସେନାର ମୁଖ୍ୟାଳୟ ନିକଟରେ ଏକ କୋଠା ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ୍।

Missile Attack Dubai Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ