Advertisment

Bangladesh Tension Rises: ଅଶାନ୍ତ ବାଂଲାଦେଶ, ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ

ବାଂଲାଦେଶରେ ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ହିନ୍ଦୁ ବ୍ୟବସାୟୀ ଶୁଶେନ ଚନ୍ଦ୍ର ସର୍କାର୍। ଶୁଶେନ ଏକ ରାଇସ୍ ଫ୍ୟାକ୍ଟ୍ରିର ମାଲିକ। ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ।

author-image
Pramod Behera
Bangladesh Tension Rises

ଅଶାନ୍ତ ବାଂଲାଦେଶ, ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ Photograph: (OTV)

ଅଶାନ୍ତ ବାଂଲାଦେଶ। ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ହିନ୍ଦୁ ବ୍ୟବସାୟୀ ଶୁଶେନ ଚନ୍ଦ୍ର ସର୍କାର୍। ସେ ଏକ ରାଇସ୍ ଫ୍ୟାକ୍ଟ୍ରିର ମାଲିକ । ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ ପରେ ଶୁଶେନଙ୍କୁ ପୋଡ଼ିଦେଇଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । 

Advertisment

ପୋଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି । କିଛିମାସ ହେଲା ବାଂଲାଦେଶ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି । ଜଣେ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରୁଛନ୍ତି ଦୁର୍ବୃତ୍ତ । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧୫ ଭିତରେ ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । ଏବେ ସଂଖ୍ୟା ୧୬କୁ ବଢିଛି ।

  • ଅଶାନ୍ତ ବାଂଲାଦେଶ
  • ବାଂଲାଦେଶରେ ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ
  • ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
  • ମୃତକ ହିନ୍ଦୁ ବ୍ୟବସାୟୀ ଶୁଶେନ ଚନ୍ଦ୍ର ସର୍କାର୍
  • ଶୁଶେନ ଏକ ରାଇସ୍ ଫ୍ୟାକ୍ଟ୍ରିର ମାଲିକ
  • ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ
  • ଶୁଶେନଙ୍କୁ ପୋଡ଼ିଦେଇଥିଲେ ଦୁର୍ବୃତ୍ତ
  • ଡିସେମ୍ବରରୁ ଏଯାଏଁ ୧୬ ହିନ୍ଦୁଙ୍କୁ ହତ୍ୟା
Advertisment
Hindu Bangladesh Violence On Hindu bangladesh violence
Advertisment
Advertisment