/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-22-39.jpg)
କେବେ ବି ଅଣଦେଖା କରନ୍ତୁ ନାହିଁ ଏହିସବୁ ଶାରିରୀକ ସଂକେତ Photograph: (OTV)
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-23-36.jpg)
Early Signs of Kidney Disease
ସବୁଠାରୁ ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚର୍ମର ଅତ୍ୟଧିକ ଶୁଷ୍କତା। ଚର୍ମ ରୁକ୍ଷ, ଟାଣ ହୋଇ ଫାଟିଯାଏ। ଏହା ମାଛ କାତି ପରି ଦେଖାଯାଏ।
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-23-55.jpg)
Early Signs of Kidney Disease
ଲଗାତାର କୁଣ୍ଡେଇ ହେବା ମଧ୍ୟ କିଡନୀ ରୋଗର ଏକ ପ୍ରମୁଖ ଲକ୍ଷଣ ହୋଇପାରେ। ଏହି କୁଣ୍ଡେଇହେବା ଶରୀରର ଗୋଟିଏ ସ୍ଥାନରେ ହୋଇପାରେ କିମ୍ବା ସାରା ଶରୀରରେ ବ୍ୟାପିପାରେ।
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-24-16.jpg)
Early Signs of Kidney Disease
ଯେତେବେଳେ କୁଣ୍ଡାଇ ହେବା ଦୀର୍ଘ ଦିନ ରହିଥାଏ, ସେତେବେଳେ ଚର୍ମରେ ସ୍କ୍ରାଚ୍ ଚିହ୍ନ ଦେଖାଯାଇପାରେ। କିଛି ସ୍ଥାନରେ, ଚର୍ମ ମୋଟା ହୋଇପାରେ କିମ୍ବା ଗଣ୍ଠି ସୃଷ୍ଟି ହୋଇପାରେ।
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-24-35.jpg)
Early Signs of Kidney Disease
ଯେତେବେଳେ କିଡନୀ ଠିକ୍ ଭାବରେ କାମ କରେ ନାହିଁ, ରକ୍ତ ପ୍ରବାହରେ ବିଷାକ୍ତ ପଦାର୍ଥ ଜମା ହୋଇପାରେ। ଏହା ଚର୍ମର ରଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ, ଯାହା ଫଳରେ ହଳଦିଆ, ଧୂସର କିମ୍ବା ଅସ୍ୱାଭାବିକ ଭାବରେ ଫିକା ଦେଖାଯାଇପାରେ।
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-24-55.jpg)
Early Signs of Kidney Disease
ନଖର ଉପର ଭାଗ ଧଳା ଦେଖାଯାଇପାରେ, ଆଉ ତଳ ଭାଗ ମାଟିଆ କିମ୍ବା ଲାଲ ଦେଖାଯାଇପାରେ।
/odishatv-khabar/media/media_files/2026/02/22/early-signs-of-kidney-disease-2026-02-22-20-25-16.jpg)
Early Signs of Kidney Disease
ଶରୀରର ପାଦ, ଗୋଇଠି, ହାତ କିମ୍ବା ମୁହଁ ଆଦି ଫୁଲିଯିବା ମଧ୍ୟ କିଡନୀ ଫେଲୱରର ଏକ ଲକ୍ଷଣ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)