Advertisment

ଜସଲିନ୍‌ଙ୍କୁ ବିବାହ କଲେ କି ଅନୁପ ଜଲୋଟା?

ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍‌ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି।   View this post on Instagram   🔥🔥 @anupjalotaonline A post shared by Jasleen Matharu ਜਸਲੀਨ ਮਠਾੜੂ (@jasleenmatharu) on Oct 8, 2020 at 7:17am […]

author-image
Chandan Shishu
ଅଦ୍ୟତନ ହୋଇଛି
ଜସଲିନ୍‌ଙ୍କୁ ବିବାହ କଲେ କି ଅନୁପ ଜଲୋଟା?

anup

ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍‌ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି।

Advertisment
View this post on Instagram

🔥🔥 @anupjalotaonline

A post shared by Jasleen Matharu ਜਸਲੀਨ ਮਠਾੜੂ (@jasleenmatharu) on


ଯେଉଁଥିରେ ଜସଲିନ୍ ପିଙ୍କ୍ ସାଲୱାର ଓ ଦୁପଟ୍ଟା ପିନ୍ଧିଥିବା ବେଳେ ଅନୁପ ଜଲୋଟା ସେରୱାନିରେ ପିନ୍ଧିଛନ୍ତି। ତେବେ ଏମାନଙ୍କ ରୋମାଣ୍ଟିକ୍ କମ୍‌ବ୍ୟାକ୍‌କୁ ଦେଖି ''Woh Meri Student Hai'' ଫିଲ୍ମର ପ୍ରମୋସନାଲ ଷ୍ଟଣ୍ଟ ବୋଲି କୁହାଯାଉଛି। ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ଫୋଷ୍ଟରେ ଜସଲିନ୍ ଫାୟାର ଆଇକନ୍ ଦେଇଛନ୍ତି।

Advertisment


ଯଦି ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏଇ ଯୋଡିକୁ ନେଇ ଆଶ୍ଟର୍ଯ୍ୟ ହେଉଛନ୍ତି, ଏହା ପ୍ରମୁଖ କାରଣ ହେଉଛି କିଛି ଦିନ ପୂର୍ବରୁ ଜସଲିନ୍‌ ଫୋଷ୍ଟ କରିଥିବା ଫଟୋ। ଯେଉଁଥିରେ ସେ ଲେଖିଥିଲେ, ‘’ହାଏ ଫାଇନାଲି, ଚଲୋ କାମ୍ ସୁରୁ। ମୋର ଆଗାମୀ ଫିଲ୍ମ ୱ ମେରି ଷ୍ଟୁଡେଣ୍ଟର ସୁଟିଂ ଅନୁପଙ୍କ ସହିତ।‘’

publive-imageଅନୁପ ଓ ଜସଲିନ୍‌ଙ୍କ ଯୋଡ଼ି  ବିଗ୍‌ ବସ୍ ସିଜିନ୍-୧୨ରେ ଦେଖିବାକୁ ମିଳିଥିଲା। ଅନୁପ ଜଲୋଟାଙ୍କ ବସୟ ୬୭ ଓ ଜସଲିନ୍‌ ମାଥୁରଙ୍କ ବୟସ ୩୦ ବର୍ଷ।

publive-imageଜସଲିନ୍ ୨୦୧୮ରେ ବିଗ୍‌ ବସ୍‌ରେ ୬୭ ବର୍ଷୀୟ ଗାୟକ ଅନୁପ ଜୋଲଟାଙ୍କ ଗାର୍ଲଫ୍ରେଣ୍ଡ ଥିଲେ।  ଏହି ଯୋଡ଼ି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

publive-image

Advertisment
Advertisment