Advertisment

ଭଲ କାହାଣୀ ଥିବା ଫିଲ୍ମ କର କହିଲେ ପ୍ରଶଂସକ, ଭୂମିକା ଦେଲେ ଏମିତି ଉତ୍ତର

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଭୂମିକା ତାଙ୍କ ଆଗାମୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓ ଆର୍ ଆର୍ ଇଭେଣ୍ଟସ୍ ଦ୍ଵାରା ପ୍ରଯୋଜିତ ସିନେମା “ଆଉ ଗୋଟେ ଲଭ ଷ୍ଟୋରି”ରେ ଅଭିନୟ କରୁଛନ୍ତି  ଭୂମି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଜ୍ୟୋତି। ନିକଟରେ ଭୂମିକା ତାଙ୍କର ଏହି ପ୍ରୋଜେକ୍ଟ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ଜ୍ୟୋତିଙ୍କ […]

ଅଦ୍ୟତନ ହୋଇଛି
ଭଲ କାହାଣୀ ଥିବା ଫିଲ୍ମ କର କହିଲେ ପ୍ରଶଂସକ, ଭୂମିକା ଦେଲେ ଏମିତି ଉତ୍ତର

bhomi

Advertisment

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଭୂମିକା ତାଙ୍କ ଆଗାମୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓ ଆର୍ ଆର୍ ଇଭେଣ୍ଟସ୍ ଦ୍ଵାରା ପ୍ରଯୋଜିତ ସିନେମା "ଆଉ ଗୋଟେ ଲଭ ଷ୍ଟୋରି"ରେ ଅଭିନୟ କରୁଛନ୍ତି  ଭୂମି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଜ୍ୟୋତି।

Advertisment

ନିକଟରେ ଭୂମିକା ତାଙ୍କର ଏହି ପ୍ରୋଜେକ୍ଟ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ଜ୍ୟୋତିଙ୍କ ସହ ଏକ ଫଟୋ ଶେଆର କରି ସେ ଲେଖିଥିଲେ, ନୂଆ ଆଶା, ନୂଆ ଯାତ୍ରା , ନୂଆ ଆରମ୍ଭ। ଆମେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ। ଆପଣ ସିଟି ମାରିବେ ତ?

ତେବେ ଭୂମିକାଙ୍କର ଏହି ପୋଷ୍ଟରେ କିଛି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଆଉ କିଛି ଲୋକ ତାଙ୍କୁ ଭଲ ସ୍କ୍ରିପ୍ଟ ଥିବା ଫିଲ୍ମ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଯାହାର ଉତ୍ତରରେ ଭୂମିକା, ମୁଁ ଭଲ ସ୍କ୍ରିପ୍ଟ ଥିବା ଫିଲ୍ମ କରେ, ଚଳିତ ବର୍ଷ ମୁଁ ଯେଉଁବି ଫିଲ୍ମ କରିଛି ସେ ସବୁରେ ଭଲ କାହାଣୀ ରହିଛି। ଆପଣ ପ୍ରଥରେ ସେ ସମସ୍ତ ଫିଲ୍ମ ଦେଖନ୍ତୁ ତାପରେ ନିଜର ମତାମତ ଦିଅନ୍ତୁ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ