Advertisment

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ମଣ୍ଡପରେ ମାଆଙ୍କ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ମାଆ ଦୁର୍ଗାଙ୍କର ପୂଜା ହେଉଛି। ତେବେ ଏହି ପୂଜା ମାହୋଲକୁ ନିଆରା ଢଙ୍ଗରେ ଉପଭୋଗ କରିବା ପାଇଁ ଓଲିଉଡ୍‌ ଅଭିନେତ୍ରୀ ମାନେ ନିଜକୁ ମା’ ଦୁର୍ଗାଙ୍କ ବେଶରେ ସଜାଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା, ଦେବଜାନୀ, ଶିବାନୀ, ତମନ୍ନା, ସୂର୍ଯ୍ୟମୟୀ, ଏଲିନା ଆଦି ଅଭିନେତ୍ରୀ ମାନେ ନିଜକୁ ମା’ […]

author-image
Biswobandita Swain
ଅଦ୍ୟତନ ହୋଇଛି
ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

archita-123

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ମଣ୍ଡପରେ ମାଆଙ୍କ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ମାଆ ଦୁର୍ଗାଙ୍କର ପୂଜା ହେଉଛି। ତେବେ ଏହି ପୂଜା ମାହୋଲକୁ ନିଆରା ଢଙ୍ଗରେ ଉପଭୋଗ କରିବା ପାଇଁ ଓଲିଉଡ୍‌ ଅଭିନେତ୍ରୀ ମାନେ ନିଜକୁ ମା' ଦୁର୍ଗାଙ୍କ ବେଶରେ ସଜାଇଛନ୍ତି।

Advertisment

ଅଭିନେତ୍ରୀ ଅର୍ଚ୍ଚିତା, ଦେବଜାନୀ, ଶିବାନୀ, ତମନ୍ନା, ସୂର୍ଯ୍ୟମୟୀ, ଏଲିନା ଆଦି ଅଭିନେତ୍ରୀ ମାନେ ନିଜକୁ ମା' ଦୁର୍ଗାଙ୍କ ପରି ସଜେଇ ପ୍ରଶଂସଙ୍କଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତ୍ରୀ ଅର୍ଚ୍ଚିତା ହାତରେ ଆଳତି ଧରି ଇନ୍‌ଷ୍ଟାଗ୍ରମରେ ଫଟୋ ଶେଆର କରିଥିବା ବେଳେ ଏଲିଲା ବେଙ୍ଗଲି ଷ୍ଟାଇଲ୍‌ରେ ଶାଢୀ ପିନ୍ଧି ତାଙ୍କ ପ୍ରଶଂସକଙ୍କୁ ଦୁର୍ଗା ପୂଜାର ଶୁଭେଚ୍ଛା ଜଣାଇଛନ୍ତି।

Advertisment

publive-imageସେହିପରି ଦୁର୍ଗାପୂଜା ଅବସରରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ସେଲିବ୍ରେଟି କ୍ୟାଲେଣ୍ଡରର ଏକ ଅଂଶ ହୋଇଛନ୍ତି ଅଭିନେତ୍ରୀ ଦେବଜାନୀ ଦେଗୁରିଆ। ସେ ଏଥରର ଫେସ୍‌ ଅଫ୍‌ ଦ ମନ୍‌ଥ ହୋଇଛନ୍ତି। ଯେଉଁଥିପାଇଁ ସେ ମାଆ ଦୂର୍ଗାଙ୍କ ଥିମ୍‌ରେ ଫଟୋ ଉଠାଇଛନ୍ତି।

publive-imageଦେବଜାନୀ ମଧ୍ୟ ଫଟୋରେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ସେହିପରି ଅଭିନେତ୍ରୀ ଶିବାନୀ ଏବଂ ସୂର୍ଯ୍ୟମୟୀ ମଧ୍ୟ ଦୁର୍ଗା ବେଶରେ ଫଟୋ ଛାଡି ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି।

Advertisment
Advertisment