/odishatv-khabar/media/post_attachments/uploadimage/library/16_9/16_9_0/dh_1627276393.jpg)
dh
ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା। ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ।
Advertisment
ଏଇ ଟେଲି ଫିଲ୍ମର ମୁଖ୍ୟ ଚରିତ୍ର ଅନୁ ଦିଦିଙ୍କ ଭୂମିକାରେ ନିଜେ ଅଭିନେତ୍ରୀ ଅନୁ ଚୌଧୁରୀ କଲେଜ୍ରେ ଅଧ୍ୟାପନା ବେଳେ ସେ ଛାତ୍ରୀଙ୍କୁ କିଭଳି ସାହସ ଓ ସଫଳତାର ପାଠ ପଢାଉଛନ୍ତି ତା ଉପରେ ହିଁ ଗତିଶୀଳ ଫିଲ୍ମର କାହାଣୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)