Advertisment

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍‌ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍‌ସନ୍‌ର ଭିଡିଓ ଭାଇରାଲ୍‌ ହେଉଛି। ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

neha

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍‌ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍‌ସନ୍‌ର ଭିଡିଓ ଭାଇରାଲ୍‌ ହେଉଛି।

Advertisment

ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ ମଧ୍ୟ ଏହି ଭିଡିଓରେ ନାଚୁଥିବା ଦେଖିବାକୁ ମିଳିଛି।

ତେବେ ରିସେପସନ୍‌ ଦିନ ନେହା ଏବଂ ରୋହନଙ୍କ ଏକାଠି ଆଉ ଏକ ଗୀତ ଗାଉଥିବାର ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭିଡିଓରେ ନେହା ‘ନେହୁ ଦା ବ୍ୟାହା’ ଗୀତ ଗାଉଥିବା ଦେଖିବାକୁ ମିଳିଛି।

Advertisment
View this post on Instagram

That Laugh 🤩😍💖⚫ #NehuPreet Forever 💖😍 #NehuDaVyah #NehuRohu #RohanPreetSingh #NehaKakkar #NeheartNabh

A post shared by Nabh Rastogi (@neheartnabh) on

ନେହାଙ୍କ ଏହି ଭିଡିଓକୁ ତାଙ୍କର ଏକ ଫ୍ୟାନ୍‌ ପେଜ୍‌ରୁ ଶେଆର କରାଯାଇଛି। ଭିଡିଓଟିକୁ ୩୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି। କିଛି ଲୋକ ଦୁଇ ଗାୟକଙ୍କ ଯୋଡି ବେଶ୍‌ ସୁନ୍ଦର ଲାଗୁଛି। ନେହା ଏବଂ ରୋହନ୍‌ ଏମିତି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରନ୍ତୁ ବୋଲି ଲେଖିଛନ୍ତି।

Advertisment
Advertisment