Advertisment

ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ବିତାଉଥିବା ଏବଂ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ […]

ଅଦ୍ୟତନ ହୋଇଛି
ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

nrha

Advertisment

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।

Advertisment

ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ବିତାଉଥିବା ଏବଂ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ନେହାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ନେହା ଏବଂ ରୋହନଙ୍କ ଯୋଡି ବେଶ୍‌ ଭଲ ଲାଗୁଛି କହିଥିବା ବେଳେ କିଛି ଲୋକ ନେହାଙ୍କୁ ଦୁନିଆର ସମସ୍ତ ଖୁସି ମିଳୁ ଏବଂ ସେ ଆଗକୁ ଲୋକଙ୍କୁ ମନୋରଞ୍ଜନ କରିଚାଲନ୍ତୁ ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟ, ନେହା କକ୍କର ଏବଂ ରୋହନପ୍ରୀତ ସିଂ ୨୪ ଅକ୍ଟୋବରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ହନିମୁନ୍‌ରେ ଦୁବାଇ ଯାଇଥିଲେ। ସୋସିଆଲ ମିଡିଆରେ ସେମାନଙ୍କ ହନିମୁନ୍‌ର ଭିଡିଓ ଏବଂ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ନେହା କକ୍କର ଜଣେ ଜଣାଶୁଣା ଗାୟକ ହୋଇଥିବାବେଳେ ରୋହନପ୍ରୀତ ମଧ୍ୟ ପଞ୍ଜାବର ଜଣେ ଗାୟକ। ନିକଟରେ ଦୁହିଁଙ୍କର ଏକ ପଞ୍ଜାବୀ ଗୀତ ‘ନେହୁ ଦା ବ୍ୟାହା’ ମୁକ୍ତିଲାଭ କରିଥିଲା।

ଦେଖନ୍ତୁ ଆଉ ଏକ ଭାଇରାଲ ଭିଡିଓ:କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ

Advertisment
Neha Kakkar Kissing Video Neha Kakkar Viral Video Neha Rohan Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ