Advertisment

Grammy Awards 2026: ନିଆଁ ଲଗାଇଲେ ପପ୍ ଗାୟିକା, ମଞ୍ଚକୁ ଟପ୍‌ଲେସ୍ ହୋଇ ଆସିଲେ!

ସଂଗୀତ ଜଗତର ସବୁଠାରୁ ବଡ଼ ଏବଂ ସବୁଠାରୁ ଚମତ୍କାର ରାତି, ‘ଗ୍ରାମୀ ଆୱାର୍ଡ ୨୦୨୬’ ଆରମ୍ଭ ହୋଇଯାଇଛି। ଲସ୍ ଆଞ୍ଜେଲସ୍ ଆରେନାରେ ଆୟୋଜିତ ଏହି ସନ୍ଧ୍ୟାରେ ସେତେବେଳେ ନିଆଁ ଲାଗିଗଲା ଯେତେବେଳେ ପପ୍ ସେନ୍‌ସେସନ୍ ଚାପେଲ୍ ରୋଆନ୍ ରେଡ୍ କାର୍ପେଟରେ ପହଞ୍ଚିଥିଲେ।

author-image
Pramod Behera
Grammy Awards 2026

ନିଆଁ ଲଗାଇଲେ ପପ୍ ଗାୟିକା, ମଞ୍ଚକୁ ଟପ୍‌ଲେସ୍ ହୋଇ ଆସିଲେ! Photograph: (OTV)

Bold Pics Model Grammy Awards
Advertisment
Advertisment