Advertisment

ଯବାନଙ୍କ ସହ ନାଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଖିଲାଡ଼ି କୁମାରଙ୍କ ନିଆରା ଅନ୍ଦାଜ। ଯବାନଙ୍କ ସହ ନାଚିଲେ ଅକ୍ଷୟ କୁମାର। କୌଣସି ଫିଲ୍ମରେ ନୁହେଁ, ଏଥର ରିୟଲ୍ ଲାଇଫ୍‌ରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳଛି କିଛି ଏଭଳି ଢଙ୍ଗରେ। ଜମ୍ମୁ ଓ କଶ୍ମୀର ଗୁରେଜ୍ ସେନା କ୍ୟାମ୍ପରେ ଆଜି…

author-image
Chandan Shishu
ଅଦ୍ୟତନ ହୋଇଛି
ଯବାନଙ୍କ ସହ ନାଚିଲେ ଖିଲାଡ଼ି କୁମାର

akshya-kumar

ନୂଆଦିଲ୍ଲୀ: ଖିଲାଡ଼ି କୁମାରଙ୍କ ନିଆରା ଅନ୍ଦାଜ। ଯବାନଙ୍କ ସହ ନାଚିଲେ ଅକ୍ଷୟ କୁମାର। କୌଣସି ଫିଲ୍ମରେ ନୁହେଁ, ଏଥର ରିୟଲ୍ ଲାଇଫ୍‌ରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳଛି କିଛି ଏଭଳି ଢଙ୍ଗରେ। ଜମ୍ମୁ ଓ କଶ୍ମୀର ଗୁରେଜ୍ ସେନା କ୍ୟାମ୍ପରେ ଆଜି ବିଏସ୍ଏଫ୍ ଯବାନଙ୍କ ସହ ସମୟ ବିତାଇଛନ୍ତି ଖିଲାଡ଼ି କୁମାର। ପଞ୍ଜାବୀ ଗୀତ ଧୁନ୍‌ରେ ନାଚିଛନ୍ତି ଅକ୍ଷୟ।

Advertisment

ଖୋଦ୍ ଯବାନଙ୍କ ୟୁନିଫର୍ମରେ ସେ ଆଜି ଯବାନଙ୍କ ସହ ଏକାକାର ହୋଇଥିଲେ। ଏହାପୂର୍ବରୁ ଅକ୍ଷୟ ବହୁବାର ସେନାଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଛି। ହେଲେ ଏଥର କିନ୍ତୁ ତାଙ୍କୁ କିଛି ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଛି।

Advertisment

Advertisment
Advertisment