Advertisment

ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଥିଲା। ଏବେ ସନା ଖାନ ଆଉ ଏକ କାରଣ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସନା ଗୁଜରାଟର ମୌଲାନା […]

ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

sanas

Advertisment

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଥିଲା। ଏବେ ସନା ଖାନ ଆଉ ଏକ କାରଣ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସନା ଗୁଜରାଟର ମୌଲାନା ମୁଫତି ଅନାସଙ୍କୁ ବିବାହ କରିଛନ୍ତି।

Advertisment

ସନା ଖାନଙ୍କ ବିବାହର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସନା ଏବଂ ମୁଫତି ଅନାସଙ୍କୁ ଧଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି। ଭିଡିଓରେ ସନା ଖାନ କେକ୍ କାଟିଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି।। ସନା ଖାନ ଏବଂ ମୁଫତି ଅନାସଙ୍କ ବିବାହରେ ଲୋକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ଗତ କିଛି ଦିନ ତଳେ ସାନା ଏକ ପୋଷ୍ଟ କରି ଫିଲ୍ମ ଜଗତ ଛାଡିବା ନେଇ ସୂଚନା ଦେଇଥିଲେ। ସେ ପୋଷ୍ଟରେ ଲେଖିଥିଲେ, "ଏହି ଜୀବନ ପ୍ରକୃତରେ ମୃତ୍ୟୁ ପରେ ଜୀବନକୁ ଉନ୍ନତ କରିବା ପାଇଁ ଅଟେ। ଏବଂ ଯେତେବେଳେ ମଣିଷ ନିଜ ସୃଷ୍ଟିକର୍ତ୍ତାଙ୍କ ଆଦେଶ ଅନୁଯାୟୀ ବଞ୍ଚେ ସେତେବେଳେ ସେ ବହୁକ ଆଗକୁ ଯାଏ। କେବଳ ଧନ ଏବଂ ଖ୍ୟାତିକୁ ନେଇ ଜଣେ ଭଲ ହୋଇପାରେନା। ଆମକୁ ମାନବିକତା ଆଣିବାକୁ ହେବ। ଲୋକଙ୍କ ସାହାଯ୍ୟ କରିବାକୁ ହେବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ