କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ବିରୋଧ କରିଥିବା ଯୁବକଙ୍କୁ ଉଠାଇ ନେଇ ଆକ୍ରମଣ। ଭଦ୍ରକ ଜଗନ୍ନାଥପୁରରେ ଥିବା କଲେଜ ନିକଟରେ କିଛି ଯୁବକ କମେଣ୍ଟ ମାରୁଥିଲେ। ଏହାକୁ ବିରୋଧ କରିଥିଲେ ଦୀପକ ଡାକୁଆ। ସେହି ସମୟରେ ଯୁବକ ମାନେ ସେଠାରୁ ପଳାଇଥିଲେ।
ପରେ ୧୦ରୁ ୧୫ ଜଣ ଯୁବକ ଆସି ଦୀପକଙ୍କୁ ଏକ କାରରେ ଜଗନ୍ନାଥପୁରରୁ ଅପହରଣ କରିନେଇଥିଲେ। ତାଙ୍କୁ ନିସ୍ତୁକ ମାଡ ମାରି ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହି ପେଟ୍ରୋଲ ପମ୍ପ ନିକଟରେ ଥିବା ଶନିମନ୍ଦିର ପାଖରେ ରକ୍ତାକ୍ତ ଅବସ୍ଥାରେ ଛାଡିଥିଲେ। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଟାଉନ ଥାନାରେ ଏତଲା ଦେଇଥିଲେ।
Youth Kidnapped, Brutally Thrashed: କମେଣ୍ଟ ମରାକୁ ନେଇ ତୁମୁଳକାଣ୍ଡ, ଉଠାଇ ନେଇ ନିର୍ଦ୍ଧୁମ ଛେଚିଲେ
କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ବିରୋଧ କରିଥିବା ଯୁବକଙ୍କୁ ନିସ୍ତୁକ ମାଡ। ଦୀପକଙ୍କୁ ଉଠାଇ ନେଲେ ୧୦ରୁ ୧୫ ଯୁବକ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି।
Dispute Photograph: (OTV)
କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ବିରୋଧ କରିଥିବା ଯୁବକଙ୍କୁ ଉଠାଇ ନେଇ ଆକ୍ରମଣ। ଭଦ୍ରକ ଜଗନ୍ନାଥପୁରରେ ଥିବା କଲେଜ ନିକଟରେ କିଛି ଯୁବକ କମେଣ୍ଟ ମାରୁଥିଲେ। ଏହାକୁ ବିରୋଧ କରିଥିଲେ ଦୀପକ ଡାକୁଆ। ସେହି ସମୟରେ ଯୁବକ ମାନେ ସେଠାରୁ ପଳାଇଥିଲେ।
ପରେ ୧୦ରୁ ୧୫ ଜଣ ଯୁବକ ଆସି ଦୀପକଙ୍କୁ ଏକ କାରରେ ଜଗନ୍ନାଥପୁରରୁ ଅପହରଣ କରିନେଇଥିଲେ। ତାଙ୍କୁ ନିସ୍ତୁକ ମାଡ ମାରି ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହି ପେଟ୍ରୋଲ ପମ୍ପ ନିକଟରେ ଥିବା ଶନିମନ୍ଦିର ପାଖରେ ରକ୍ତାକ୍ତ ଅବସ୍ଥାରେ ଛାଡିଥିଲେ। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଟାଉନ ଥାନାରେ ଏତଲା ଦେଇଥିଲେ।
Ram Charan Twin’s Naming Ceremony: ଯମଜ ସନ୍ତାନର ବାପା ହେଲେ ରାମ ଚରଣ; ଜାଣନ୍ତୁ କ’ଣ ରହିଲା ନାମ
Kharge Demands Probe Dalit Anganwadi Discrimination: ରାଜ୍ୟସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବର କୁତ୍ସିତ ମାନସିକତା, ତଦନ୍ତ କରିବାକୁ ଖଡ଼ଗେଙ୍କ ଦାବି
Theft Gang Caught: କେବେ ମନ୍ଦିର ତ ଆଉ କେବେ ଅଳଙ୍କାର ଦୋକାନରୁ ଚୋରି, ଧରା ପକାଇଦେଲା ଟିପଚିହ୍ନ
Anil Kapoor Returns With Powerful Action: ୬୯ ବର୍ଷରେ ଆକ୍ସନ୍; ଟିଜରରେ ଦେଖାଗଲା ଭାବନା ଓ ଆକ୍ସନର ଭୟଙ୍କର ମିଶ୍ରଣ