/odishatv-khabar/media/media_files/2025/12/26/vigilance-2025-12-26-11-25-46.jpg)
VIGILANCE Photograph: (OTV)
ଭିଜିଲାନ୍ସ ପଞ୍ଝାରେ ସେମିଳିଗୁଡ଼ା ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ବର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ରେଡରେ ସାମିଲ ହୋଇଛନ୍ତି ୬ ଡିଏସପି, ୭ ଇନ୍ସପେକ୍ଟର। ଭୁବନେଶ୍ବର ଝାରପଡ଼ାରେ ଥିବା ଦୁଇଟି ତିନି ମହଲା କୋଠା, ଜଗତସିଂହପୁରରେ ଥିବା ପୈତୃକ ଘର ଏବଂ କୋରାପୁଟ ସେମିଳିଗୁଡ଼ାରେ ଥିବା ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ନିରଞ୍ଜନ ପୂର୍ବରୁ ବାଲାଡାରେ ଫରେଷ୍ଟର ଭାବେ ଥିଲେ ଏବେ ସେମିଲିଗୁଡା ରେଞ୍ଜରେ କାମ କରୁଛନ୍ତି।
Advertisment
ଭିଜିଲାନ୍ସ ଜାଲରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟର ୫ଟି ସ୍ଥାନରେ ରେଡ୍
୬ ଡିଏସପି, ୭ ଇନ୍ସପେକ୍ଟରଙ୍କୁ ନେଇ ଚାଲିଛି ଚଢ଼ାଉ
ଝାରପଡ଼ାରେ ରହିଛି ଦୁଇଟି ତିନି ମହଲା କୋଠା
Advertisment



Related Articles
Importance Of Christmas Or Badadina: ଖ୍ରୀଷ୍ଟମାସକୁ କାହିଁକି କୁହାଯାଏ ବଡ଼ଦିନ; ଜାଣିବା ଏହି ଦିନଟିର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ
POSTED

YouTuber Duo Gulua and Barsha: ପଦାକୁ ଆସିଲା ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି, ପରକୀୟା ପ୍ରୀତି ନେଇ ପରସ୍ପରକୁ କଲେ ଦୋଷାରୋପ
POSTED

Vastu Rules For Rooftop Terrace: ଘରର ଛାତ ଉପରେ ଫୁଲକୁଣ୍ଡ ରହିବା ଶୁଭ ନା ଅଶୁଭ; କେଉଁ ଦିଗରେ ରହିବା ଉଚିତ ତୁଳସୀ ଚଉଁରା ଓ ପାଣିଟାଙ୍କି
POSTED

Today Panchang 26th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)