/odishatv-khabar/media/media_files/2025/11/26/abhinab-2025-11-26-18-00-03.jpg)
ABHINAB Photograph: (OTV)
ବେଙ୍ଗାଳୁରୁରେ ଓଡ଼ିଆ ସଫ୍ଟୱେର ଇଞ୍ଜିନିୟର ତଥା ରାପର୍ ଅଭିନବ ସିଂ ଆତ୍ମହତ୍ୟା ଘଟଣା। ପତ୍ନୀ ଉତ୍କଳ ଦୀପିକା ରାଉତ ଗିରଫ। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ କଲା ଲାଲବାଗ ଥାନା ପୋଲିସ। ମୃତ ଅଭିନବଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା କମିସନରେଟ ପୋଲିସ। BNSର ଧାରା 108, 351(2) ଏବଂ ଧାରା 3(5) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଅଭିନବଙ୍କ ପତ୍ନୀ, ବାପା, ମା ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏତଲାରେ ଅଭିଯୋଗ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ବେଙ୍ଗାଳୁରୁ ଯାଇଥିଲା କମିଶନରେଟ୍ ପୋଲିସ ।
Advertisment
ରାପର୍ ଅଭିନବ ମୃତ୍ୟୁ: ପତ୍ନୀ ଗିରଫ
କଟକ: ରାପର୍ ଅଭିନବ ସିଂ ମୃତ୍ୟୁ ଘଟଣା; ପତ୍ନୀ ଗିରଫ
ପତ୍ନୀଙ୍କୁ ଗିରଫ କଲା ଲାଲ୍ ବାଗ ଥାନା ପୋଲିସ
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ
ବେଙ୍ଗାଳୁରୁରେ ରାପର୍ ଅଭିନବ ସିଂ ଜୀବନ ହାରିଥିଲେ
Advertisment



Related Articles
Grand Completion of Ram Temple: ଶେଷ ହେଲା ଅଯୋଧ୍ୟାର ରାମ ମନ୍ଦିର; ଶିଖରରେ ଉଡିଲା ଧର୍ମ ଧ୍ୱଜ
POSTED

Google Meet Down Today: କାମ କରୁନି ଗୁଗୁଲ୍ ମିଟ୍, ମିଟିଂ ଜଏନ୍ କରି ପାରୁନାହାନ୍ତି ୟୁଜର୍ସ
POSTED

Food and Recipe: ବୁଧବାରରେ ଘରେ ବନାନ୍ତୁ 'ଚିକେନ୍ ଓନିଅନ୍’ , ରେସିପି ଖୁବ ସହଜ
POSTED

Parking Strictly Prohibited: ରାଜଧାନୀବାସୀଙ୍କ ଚିନ୍ତା; ପାର୍କିଂ କରିବେ କେଉଁଠି?
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)