Advertisment

Illegal Cattle Smuggling: ଅଭିନବ ଉପାୟରେ ବେଆଇନ ଗୋ ଚାଲାଣ, ଏଥର ତେଲ ଟ୍ୟାଙ୍କର

ଟ୍ୟାଙ୍କରରେ ଗୋଚାଲାଣ। ଅଭିନବ ଉାପାୟରେ ବେଆଇନ ଗୋଚାଲାଣ କରୁଛନ୍ତି ବେପାରୀ। ତେଲ ଟ୍ୟାଙ୍କର ଗାଡ଼ିରେ ଭର୍ତ୍ତି କରି ବେଆଇନ ଗୋଚାଲାଣ ବେଳେ ଅଟକାଇଲେ ଲୋକେ।

author-image
Chinmayee Sahoo
Cow Smuggling

Cow Smuggling Photograph: (OTV)

ଟ୍ୟାଙ୍କରରେ ଗୋଚାଲାଣ। ଅଭିନବ ଉପାୟରେ ବେଆଇନ ଗୋଚାଲାଣ କରୁଛନ୍ତି ବେପାରୀ। ତେଲ ଟ୍ୟାଙ୍କର ଗାଡ଼ିରେ ଭର୍ତ୍ତି କରି ବେଆଇନ ଗୋଚାଲାଣ ବେଳେ ଅଟକାଇଲେ ଲୋକେ। 

Advertisment

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ବାରିକପୁର ଛକ ନିକଟରେ ଅଟକାଇଲେ ସ୍ଥାନୀୟ ଲୋକମାନେ। କଟକରୁ ଭଦ୍ରକକୁ ଯାଉଥିଲା ଗୋରୁ ବୋଝେଇ ଟ୍ୟାଙ୍କର। ତେଲ ଟ୍ୟାଙ୍କର ଭିତରେ ୩୫ରୁ ଅଧିକ ଗୋରୁ ଥିଲେ। ଗୋଚାଲାଣକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୋଲିସ ପହଞ୍ଚିଛି ତନାଘନା ଚଳାଇଛି।

ତେଲ ଟ୍ୟାଙ୍କରରେ ଗୋ ଚାଲାଣ
ଅଭିନବ ଉପାୟରେ ବେଆଇନ ଗୋ ଚାଲାଣ
ତେଲ ଟ୍ୟାଙ୍କରରେ ଭର୍ତ୍ତି କରି କରୁଥିଲେ ଚାଲାଣ
ଗାଡ଼ିକୁ ଅଟକାଇଲେ ସ୍ଥାନୀୟ ଲୋକେ 
୧୬ ନମ୍ବର NH ଭଦ୍ରକ ବାରିକପୁର ଛକ ନିକଟରେ ଅଟକାଇଲେ
କଟକରୁ ଭଦ୍ରକୁ ଯାଉଥିଲା ଗୋରୁ ବୋଝେଇ ଟ୍ୟାଙ୍କର
ଟ୍ୟାଙ୍କରରୁ ୩୫ରୁ ଅଧିକ ଗୋରୁ ଉଦ୍ଧାର
ଗୋଚାଲାଣକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା

Advertisment
Cow Smuggling
Advertisment
Related Articles
Advertisment