Advertisment

Ganja Smuggled: ଚାଲାଣର ନୂଆ ଷ୍ଟାଇଲ, ପାଣି ବୋତଲ ତଳେ ପୁଳା ପୁଳା ଗଞ୍ଜେଇ

ବୌଦ୍ଧରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଯାଜପୁରରେ ମାଡ଼ି ବସିଲା ଅବକାରୀ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ। ଯାଜପୁର ଜିଲ୍ଲା କୁଆଖିଆ-ପାଣିକୋଇଲି ରାସ୍ତା ମଝିରେ ଅବକାରୀ ବିଭାଗ ପିକଅପ୍ ଗାଡ଼ିକୁ ଜବତ କରିଥିଲା।

author-image
Madhupriya Mistry
GANJEI

GANJEI Photograph: (OTV)

ପାଣି ବୋତଲ ନାଁରେ ଚାଲାଣ ହେଉଥିଲା ଗଞ୍ଜେଇ। ବୌଦ୍ଧରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଯାଜପୁରରେ ମାଡ଼ି ବସିଲା ଅବକାରୀ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ।

Advertisment

ଯାଜପୁର ଜିଲ୍ଲା କୁଆଖିଆ-ପାଣିକୋଇଲି ରାସ୍ତା ମଝିରେ ଅବକାରୀ ବିଭାଗ ପିକଅପ୍ ଗାଡ଼ିକୁ ଜବତ କରିଥିଲା। ଗଞ୍ଜେଇ ବୌଦ୍ଧରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ହେବ।

ପାଣି ବୋତଲ ତଳେ ୧୬ ଲକ୍ଷର ଗଞ୍ଜେଇ
ଚାଲାଣ ବେଳେ ୧ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ
କୁଆଖିଆ-ପାଣିକୋଇଲି ରାସ୍ତା ମଝିରେ ଅବକାରୀ ଦ୍ବାରା ଜବତ
ବୌଦ୍ଧରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲା, ୨ ଗିରଫ
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା
ପାଣି ବୋତଲ ନାଁରେ ଚାଲାଣ ହେଉଥିଲା ଗଞ୍ଜେଇ

Advertisment

Boudh 1638 Kg Ganja Seized Crime
Advertisment
Related Articles
Advertisment