/odishatv-khabar/media/media_files/2026/03/09/loot-2026-03-09-18-13-38.jpg)
loot Photograph: (OTV)
ରାୟଗଡ଼ା କପିଳାସ ରାସ୍ତାରେ ବଡ଼ଧରଣର ଲୁଟ୍। ଦିନ ଦ୍ୱିପହରରେ ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଲୁଟର ଶିକାର ହେଲେ ବ୍ୟବସାୟୀ ରଂଜିତ କୁମାର ଦଳାଇ।
Advertisment
ବାଇକରେ ଆସି କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ରାୟଗଡା ଜିଲ୍ଲା ସଦର ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ କରୁଥିବା ସୂଚନା ମିଳିଛି।
ଝାମ୍ପିନେଲେ ୨ ଲକ୍ଷ
ରାୟଗଡ଼ା କପିଳାସ ରାସ୍ତାରେ ବଡ଼ଧରଣର ଲୁଟ୍
୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ବ୍ୟାଙ୍କକୁ ଜମା ପାଇଁ ଗଲା ବେଳେ ଲୁଟ୍
ବାଇକରେ ଆସି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ନେଇ ଛୁ
ଅଭିଯୋଗ ପରେ ପୋଲିସର ଛାନଭିନ
Advertisment
Advertisment


Related Articles
From Popular Support to Big Victory: ନେପାଳରେ ବାଲେନ ଶାହଙ୍କ ବଡ଼ ବିଜୟ, ଏହି କାରଣ ପାଇଁ ଜିତିଲେ ଲୋକଙ୍କ ହୃଦୟ
POSTED

Trans Woman Mumbai Local Video: ଟ୍ରେନ୍ ଯାତ୍ରା ହେଲା ମନୋରଞ୍ଜନ, ଟ୍ରାନ୍ସ ମହିଳା କଲେ ଏମିତି; ଭିଡିଓ ହେଲା ଭାଇରାଲ୍
POSTED

Nomination Withdrawal Deadline Over: ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା, ମଇଦାନରେ ୫ ପ୍ରାର୍ଥୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)