Advertisment

SI Recruitment Exam Fraud Under Crime Branch Scanner: ପୋଲିସ SI ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୋଲିସ SI ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। SI ପରୀକ୍ଷା ଜାଲିଆତିରେ ଆହୁରି ଅନେକ ଦଲାଲଙ୍କ ସଂପୃକ୍ତି ସୂଚନା ରହିଛି ।

author-image
Tapan Swain
Crime Branch Scam
Advertisment
Related Articles
Advertisment