/odishatv-khabar/media/media_files/2026/01/21/assault-2026-01-21-15-32-44.jpg)
Assault Photograph: (OTV)
ରାଜଧାନୀରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ।
Advertisment
ପୀଡ଼ିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ। ସେହିଠାରେ ଅଭିଯୁକ୍ତ ବିପିନ ସାବତ ସହ ଲିଭ୍ ଇନ୍ ରେ ରହୁଥିଲେ। ପୀଡ଼ିତା ଜଣକ ଅଭିଯୁକ୍ତ ବିପିନ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ବିପିନ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।
Advertisment
Advertisment



Related Articles
Thar Collides with Venue: ଭେନ୍ୟୁ ସହ ମୁହାଁମୁହିଁ, ରାସ୍ତା ଉପରେ ଓଲଟିଲା ଥାର୍
POSTED

X-ray Machine Non-Functional: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ହସ୍ପିଟାଲରେ କାମ କରୁନି ଏକ୍ସ-ରେ ମେସିନ୍
POSTED

Border 2 Advance Booking: "ବର୍ଡର ୨" ରିଲିଜ୍ ପୂର୍ବରୁ ଧମାକା, କଲାଣି ଏତେ କୋଟି ରୋଜଗାର
POSTED

Elephant Attack Tragedy: ଗୋଠ ଛଡ଼ା ଦନ୍ତାର ଆତଙ୍କ, ଯିଏ ହାବୁଡରେ ପଡୁଛି ତାକୁ ମାରୁଛି!
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)