/odishatv-khabar/media/post_attachments/uploadimage/library/16_9/16_9_0/cronavruys_1625115902.jpg)
cronavruys
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସୂଚନାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୯୬୫୧୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
Advertisment
ଆଜିର ସୁସ୍ଥ ସୂଚନା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ବାଲେଶ୍ୱରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୋଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡ଼ରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୬, କେନ୍ଦୁଝରରୁ ୪୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୪୩, କେନ୍ଦ୍ରାପଡ଼ାରୁ ୪୧, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୩୫, ନୟାଗଡ଼ରୁ ୩୫, ସମ୍ୱଲପୁରରୁ ୩୦, ମାଲକାନଗିରିରୁ ୨୫, ସୁନ୍ଦରଗଡ଼ରୁ ୨୫, ଯାଜପୁରରୁ ୨୦, ରାୟଗଡ଼ାରୁ ୨୦ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।
41 from Kendrapara
40 from Nabarangpur
35 from Dhenkanal
35 from Nayagarh
34 from Puri
30 from Sambalpur
25 from Malkangiri
25 from Sundargarh
20 from Jajapur
20 from Rayagada
19 from Bhadrak
18 from Jharsuguda
17 from Koraput
16 from Sonepur
14 from Ganjam
13 from Kandhamal— H & FW Dept Odisha (@HFWOdisha) November 14, 2020
Advertisment
ଭଦ୍ରକରୁ ୧୯, ଝାରସୁଗୁଡ଼ାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡ଼ରୁ ୧୧, ଗଜପତିରୁ ୫ ଓ ଷ୍ଟେଟ୍ ପୁଲରୁ ୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)