Advertisment

Odisha Unlock 4.0 Guidelines: ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର (September) ମାସର କରୋନା ଗାଇଡଲାଇନ୍ (Corona Guideline) ଜାରି କଲେ ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ- ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ (Unlock 4.0 Guideline) କଣ୍ଟେନମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ୍ ଲାଗିବ। ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍ସେ ପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ […]

ଅଦ୍ୟତନ ହୋଇଛି
Odisha Unlock 4.0 Guidelines: ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

Odisha Unlock 4.0 Guidelines

Advertisment

ଭୁବନେଶ୍ୱର: ସେପ୍ଟେମ୍ବର (September) ମାସର କରୋନା ଗାଇଡଲାଇନ୍ (Corona Guideline) ଜାରି କଲେ ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ-

Advertisment

ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ (Unlock 4.0 Guideline)

  • କଣ୍ଟେନମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ୍ ଲାଗିବ।
  • ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ।
  • କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍ସେ
  • ପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ।
  • ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ।
  • ସିନେମା ହଲ, ସୁଇମିଂ ପୁଲ୍, ଥିଏଟର, ଅଡିଟୋରିୟମ ବନ୍ଦ ରହିବ।
  • ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି।
  • ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ।
  • ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ଼ ସମାବେଶ ବନ୍ଦ ରହିବ।
  • ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରକାଳୀନ କର୍ଫ୍ୟୁ।
  • କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରହିବନି ନାଇଟ କର୍ଫ୍ୟୁ।
  • ସପ୍ତାହାନ୍ତ ସଟଡାଉନ ବି ରାଜ୍ୟରେ ଲାଗୁ ହେବନି।

ଧାର୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗାଇଡ୍‌ଲାଇନ୍‌

  • ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ଼ ସମାବେଶ ବନ୍ଦ ରହିବ।
  • ବାହାଘର କାର୍ଯ୍ୟକ୍ରମରେ ୫୦, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି।
  • ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଯାଆସ ନେଇ କୌଣସି ପ୍ରତିବନ୍ଧକ ନାହିଁ।
  • ଘରୋଇ ଯାନବାହନ, ମାଲପତ୍ର ପରିବହନରେ କୌଣସି ପ୍ରତିବନ୍ଧକ ନାହିଁ।
  • ପଡ଼ୋଶୀ ଦେଶକୁ ମାଲ ପରିବହନ ନେଇ କୌଣସି ସାନି ଅନୁମତି ଦରକାର ନାହିଁ।
  • ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ସେପ୍ଟେମ୍ବର ୧ରୁ ବସ୍ ଚଳାଚଳକୁ ଅନୁମତି।
  • ବୟସ୍କ, ରୋଗାକ୍ରାନ୍ତ, ପ୍ରସୂତି, ୧୦ ବର୍ଷରୁ କମ୍ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ।
Advertisment

ସ୍କୁଲ୍ ଓ କଲେଜ ତଥା ଶିକ୍ଷାନୁଷ୍ଠାନ ପାଇଁ କଣ ରହିଛି ନିୟମ ?

  • ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ।
  • ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ।
  • ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ।
  • ଅନଲାଇନ ପାଠପଢ଼ା ଚାଲୁ ରହିବ।
  • ଡିଷ୍ଟାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ।
  • ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ଆସିବାକୁ ଅନୁମତି।
  • ପିଏଚ୍‌ଡି ଗବେଷକ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲା ରହିବ।
Unlock 4.0
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ