Advertisment

ଦେଶର ୫ଟି ରାଜ୍ୟରେ ମୋଟ କରୋନା ଆକ୍ଟିଭ୍ କେସ୍‌ ୬୨%

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍‌ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା ଅପଡେଟ୍ ନେଇ ସୂଚନା ଦେଲାବେଳେ ସେ ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍ କେସ୍ କମୁଛି। କରୋନାରେ […]

ଅଦ୍ୟତନ ହୋଇଛି
ଦେଶର ୫ଟି ରାଜ୍ୟରେ ମୋଟ କରୋନା ଆକ୍ଟିଭ୍ କେସ୍‌ ୬୨%

coronavirus

Advertisment

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍‌ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା ଅପଡେଟ୍ ନେଇ ସୂଚନା ଦେଲାବେଳେ ସେ ଏପରି କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍ କେସ୍ କମୁଛି। କରୋନାରେ ମୋଟ ମୃତ୍ୟୁର ୭୦ ପ୍ରତିଶତ ୫ଟି ରାଜ୍ୟରେ ଘଟିଛି। ଆନ୍ଧ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬୮, ୫୮୪ ରୋଗୀ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହେବାରେ ତେଲେଙ୍ଗାନା ଶୀର୍ଷରେ ରହିଛି। ତେଲେଙ୍ଗାନା ୧୮%, ତାମିଲନାଡୁ ୧୬%, ଦିଲ୍ଲୀ ୧୪% ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଛନ୍ତି ବୋଲି ପ୍ରେସମିଟ୍‌ରେ ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। ଦେଶର ୭୦ ଜିଲ୍ଲାରେ ଦ୍ୱିତୀୟ ଦଫା ସେରୋ ସର୍ଭେ ଆରମ୍ଭ କରାଯାଇଛି ସ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ