Advertisment

ବ୍ରେକିଂ ନ୍ୟୁଜ୍‌ ଜୁନ୍‌ ୧୪

ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
  • ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ
  • ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା
  • ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି
  • କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ସରକାର :ସୁଲତା ଦେଓ
  • ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ :ସୁଲତା ଦେଓ
  • ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ: ସୁଲତା ଦେଓ
  • ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ : ସୁଲତା ଦେଓ
  • ଫୁଲବାଣୀ: ଖଜୁରୀପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ
  • ଗଣଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ ନେଇ ଥାନାରେ ଏତଲା
  • ଏତଲା ଅନୁସାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
  • ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୩୩୯ କରୋନା ସଂକ୍ରମିତ ଚିହ୍ନଟ
  • କ୍ୱାରେଣ୍ଟିନରୁ ୨୪୭୫; ଲୋକାଲ କେସ୍- ୧୮୬୪
  • ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି
  • ଆଜି ଦେଶରେ ୭୦ ହଜାର ୪୨୧ ପଜିଟିଭ ଚିହ୍ନଟ
  • ଦେଶରେ ଆଜି ଆଉ ୩ ହଜାର ୯୨୧ ଆକ୍ରାନ୍ତଙ୍କ ମୃତ୍ୟୁ
  • ସଂକ୍ରମଣ କମିବା ପରେ ଦିଲ୍ଲୀରେ ଆଜିଠୁ ଅନଲକ ଆରମ୍ଭ
  • ଦିଲ୍ଲୀରେ ସକାଳ ୧୦ରୁ ରାତି ୮ଟା ଯାଏଁ ସବୁ ଦୋକାନ ଖୋଲିବ
  • ରଜ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ
  • ରଜ ଶୁଭେଚ୍ଛା ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
  • କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ
  • ଖୋର୍ଦ୍ଧା: ଟାଙ୍ଗି ଥାନା ଦୀକ୍ଷିତପଡ଼ାରୁ ଗୋଚାଲାଣ ରୋକିଲା ପୋଲିସ
  • ଗୋଟିଏ କଣ୍ଟେନରରେ ୬୦ ଗୋରୁ ଚାଲାଣ ବେଳେ ଧରାପଡ଼ିଲା
  • କୋଲକାତା ଚାଲାଣ ବେଳେ ଚଢ଼ାଉ; ୨ ଗିରଫ, ୬୦ ଗୋରୁ ଉଦ୍ଧାର
Advertisment
Advertisment
Advertisment