- ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୪୭ ମୃତ
- ନୂଆଦିଲ୍ଲୀ: ଆଜି ଦେଶରେ ଚିହ୍ନଟ ହେଲେ ୮୪ ହଜାର ୩୩୨ କରୋନା ପଜିଟିଭ , ଆଖି ବୁଜିଲେ ୪ ହଜାର ୨ ଆକ୍ରାନ୍ତ
- କୁଚିଣ୍ଡା: ପିଶାଚ ବାପାର ନାରକୀୟ କାଣ୍ଡ; ଗୋଟିଏ ଝିଅକୁ ହାଣି ହତ୍ୟା, ଆଉ ୩ ଝିଅ ଓ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ
- ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବ୍ଜାରେ ନକଲି ସେନାଧିକାରୀ
- ଭୁବନେଶ୍ୱର: UG/PG ପରୀକ୍ଷା କରିବାକୁ କୁଳପତି ସମ୍ମିଳନୀରେ ନିଷ୍ପତ୍ତି: ଏନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି
- ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ SI ଓ ୨୪୪ କନଷ୍ଟେବଲ କମ୍ୟୁନିକେସନ ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, କିନ୍ନରମାନେ ଆବେଦନ କରିପାରିବେ
- ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା- ୧୭ ପରେ ନିଷ୍ପତ୍ତି ନିଆଯିବ। ଗ୍ରାଜୁଆଲ ଅନଲକ୍ ଆରମ୍ଭ ହେବ
- ଭୁବନେଶ୍ୱର: ଦେଶର ୭୦ ଓ ଓଡ଼ିଶାର ୩ ଜିଲ୍ଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ସେରୋ ସର୍ଭେ କରାଯିବ- ଡା. ସଂଘମିତ୍ରା ପତି
- ଜୟପୁର: ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରୁ ୧ କୋଟିର ଗଂଜେଇ ଜବତ
- ଜାମ୍ମୁ କାଶ୍ମୀର: ସୋପୋରରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ ସହିଦ୍ ହୋଇଥିବାବେଳେ ୨ ସାଧାରଣ ଲୋକଙ୍କ ମୃତ୍ୟୁ, ଅନ୍ୟ ୨ ପୋଲିସ କର୍ମୀ ଗୁରୁତର
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)