• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Akshaya Kumar Sahoo

Akshaya Kumar Sahoo

Freelancer

ଅକ୍ଷୟ ସାହୁ। ପେଶାରେ ଜଣେ ସାମ୍ବାଦିକ। ତେବେ ଜଣେ ରାଜନୈତିକ ସମୀକ୍ଷକ ଭାବେ ତାଙ୍କର ପ ...more

ଅକ୍ଷୟ ସାହୁ। ପେଶାରେ ଜଣେ ସାମ୍ବାଦିକ। ତେବେ ଜଣେ ରାଜନୈତିକ ସମୀକ୍ଷକ ଭାବେ ତାଙ୍କର ପରିଚିତି ରହିଛି। ସଂପ୍ରତି ସେ ଦୁଇଟି ଜାତୀୟ ଗଣମାଧ୍ୟମର ରାଜ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

less

Posts by Akshaya Kumar Sahoo

ନବ ଦାସ ହତ୍ୟା ନେଇ ପୁଣି ରାଜନୈତିକ ଉଷ୍ଣତା
Naba Das Murder Mystery: ନବ ଦାସ ହତ୍ୟା ରହସ୍ୟ, ସିବିଆଇ ତଦନ୍ତ ଦାବି ପରେ ପୁଣି ରାଜନୈତିକ ଉଷ୍ଣତା

ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ...

ପ୍ରବାସୀ ଭାରତୀୟ ଦିବସ
Pravasi Bharatiya Divas 2025: ପ୍ରବାସୀ ଭାରତୀୟ ଦିବସ...ଓଡ଼ିଶାକୁ ଚିହ୍ନିଲା ସାରା ବିଶ୍ୱ

ଗତ ସପ୍ତାହରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ । ତେବେ ଅନେକଙ୍କ ମନରେ ପ୍ରଶ୍ନ, ଏହି ସମ୍ମିଳନୀରୁ ଓଡ଼ିଶାର କ’ଣ ଲାଭ ହେଲା ? ଅନେକଙ୍କ ମତରେ ଏହା ଓଡ଼ିଶାର ସମ୍ମାନ ବଢାଇଛି । ତେବେ ବାସ୍ତବତା କ’ଣ ?

ସରୁନି ବିଜେଡି ପରାଜୟର ପୋଷ୍ଟମର୍ଟମ
Political Challenge for 2025: ବିଜେଡି ପୋଷ୍ଟମର୍ଟମରେ ସାମିଲ ହେଉଛନ୍ତି ନୂଆ ନୂଆ ନେତା, କେବେ ବାହାରିବ ଅସଲ ନିର୍ଯ୍ୟାସ

୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ...

ବିଜେଡି ପରାଜୟ ପଛର କାରଣ
Reason Behind BJD Defeat: ବିଜେଡି ପରାଜୟ ପଛରେ ଦୋଷ କାହାର...ଖେଳାଳୀର ନା ଗୋଟିର ?

ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍...

କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ
Odisha Politics 2024: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୋଧହୁଏ ‘ରୋଟେସନ” ଶବ୍ଦର ଜଣେ ବଡ ଉପାସକ । ୭୮ ବର୍ଷିୟ ଏହି ରାଜନେତା ରୋଟେସନ ଶବ୍ଦର ମାର୍ମିକ ଅର୍ଥ କେବଳ ବୁଝନ୍ତି ନାହିଁ, ତାକୁ ପ୍ରୟୋଗ କରିବାରେ ସେ ଖୁବ୍ ଦକ୍ଷ ବୋଲି...

ରାଜନୈତିକ ଶୂନ୍ୟତା ଭିତରେ ବିରୋଧୀ
Odisha Politics: ଶେଷ ହେଲା ଶୀତକାଳୀନ ଅଧିବେଶନ...ରାଜନୈତିକ ଶୂନ୍ୟତାରେ ବିରୋଧୀ

ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜେଡି ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ...

ବିଜେଡିରେ ଆମଦାନୀ ନେତା
Odisha Politics: ବିଜେଡି, ବଦ୍ରି ପାତ୍ର ଓ ଆମଦାନୀ ନେତାଙ୍କ କାହାଣୀ

କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ...

CM Mohan Majhi
Challenges Before New Government: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା...

କାହିଁକି ନୀରବ ନବୀନ ?
Odisha Politics: ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ?

ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ...

Odisha Politics news
Odisha Politics: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ ।

BJD VOTE BANK
ବିଜେଡି ଉପରେ ଭାରି ପଡ଼ିବ କି ସୁଭଦ୍ରା, ସିଏମ୍‌-କିଷାନ ଯୋଜନା...

ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍‌ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।

Odisha Politics
ଓଡ଼ିଶା ରାଜନୀତି: ପ୍ରତାରଣା କିଏ କାହାକୁ ଦେଇଛି, ଇତିହାସ କୁହେ ...

ଓଡ଼ିଶା ରାଜନୈତିକ ମହଲରେ ଏବେ ଗୋଟିଏ ଶବ୍ଦକୁ ନେଇ ଢେର ଚର୍ଚ୍ଚା । ଶବ୍ଦଟି ହେଲା – ‘ପ୍ରତାରଣା’ । ବିଜୁ ଜନତା ଦଳର ନେତ୍ରୀ ମମତା ମହନ୍ତ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଶବ୍ଦଟି ଜୋର୍...

Naveen trying to make his presence felt
କଳା ବାଦଲ ଆଢୁଆଳେ ସତ୍ତା ଖୋଜୁଛନ୍ତି ନବୀନ

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି...

ଅକ୍ଷୟ ସାହୁ। ପେଶାରେ ଜଣେ ସାମ୍ବାଦିକ। ତେବେ ଜଣେ ରାଜନୈତିକ ସମୀକ୍ଷକ ଭାବେ ତାଙ୍କର ପରିଚିତି ରହିଛି। ସଂପ୍ରତି ସେ ଦୁଇଟି ଜାତୀୟ ଗଣମାଧ୍ୟମର ରାଜ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।