Advertisment

ସାପ୍ତାହିକ ରାଶିଫଳ: ମେ ୦୬ ରୁ ମେ ୧୨ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...

author-image
Pallipuspa Samal
ସାପ୍ତାହିକ ରାଶିଫଳ: ମେ ୦୬ ରୁ ମେ ୧୨ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...
ଏହି ସପ୍ତାହରେ ନିର୍ମାଣ, ପରିବହନ ଓ ପ୍ରଶାସନ ତଥା ପ୍ରକାଶନ ସ୍ତରରେ ସୁଫଳ ମିଳିବ । ନୂତନ କର୍ମ ଯୋଗୁ ଆୟ ବୃଦ୍ଧି ହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଏହି ସପ୍ତାହରେ ପାରିବାରିକ ଜୀନବ ସୁଖମୟ ହେବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ ।