Weekly Horoscope From 8st September 2025 To 14th September 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1739158384.jpg)
ନିଜକୁ ଆର୍ଥିକରୂପେ ସୁଦୃଢ଼ କରିବାରେ ସଫଳ ହେବେ। ପେସାଦାର ବ୍ୟବସାୟୀ ବଡ଼ ଅର୍ଡ଼ର ପାଇବେ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। କୌଣସି ବଡ଼ କଂପାନିରେ ଚାକିରି ପାଇଁ ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଖ୍ୟାତି ବଢ଼ିବ। ସରକାରୀ କାମରେ କୌଣସ ବଡ଼ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
