Advertisment

Weekly Horoscope: From 4th NovemberTo 10th November 2024: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଧନ

author-image
Pallipuspa Samal
Weekly Horoscope: From 4th NovemberTo 10th November 2024: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଧନ
ଏହି ସପ୍ତାହରେ ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ, କୋର୍ଟ ମାମଲାରେ ଲାଭ ହେବ ,ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ। ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ।