Advertisment

Weekly Horoscope From 25th August 2025 To 31th August 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

author-image
Manasranjan Mohanty
Weekly Horoscope From 25th  August 2025 To 31th  August 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
କାରବାରରେ ଧୀର ଗତି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ। ଜମିର ସଉଦା କରନ୍ତୁ ଭଲ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସାହସ ଓ ପରାକ୍ରମରେ କିଛି ଏଭଳି କରିବେ ଯାହାଦ୍ବାରା ଉଚ୍ଚଅଧିକାରୀ ପ୍ରଶଂସା କରିବେ।