Advertisment

Weekly Horoscope From 1st September 2025 To 7th September 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

author-image
Chinmayee Sahoo
Weekly Horoscope From 1st September 2025 To 7th September 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
ଜମିର ସଉଦା କରନ୍ତୁ ଭଲ ହେବ। ଗଣମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି କଲ୍ୟାଣକାରୀ ଯୋଜନାରେ ନିଜକୁ ଯୋଡ଼ି ପାରନ୍ତି। ଅନ୍‌ଲାଇନ୍ ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଭାଇଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବାର ଅବସର ପାଇବେ।