ସାପ୍ତାହିକ ରାଶିଫଳ: ୨୯ ମେ ରୁ ୪ ଜୁନ୍ ୨୦୨୩: ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ Pallipuspa Samal29 May 2023 09:54 IST ଏହି ସପ୍ତାହରେ ଆକସ୍ମିକ ଖୁସି ଖବର ଶୁଣି ଆପଣଙ୍କ ଖୁସି ଆହୁରି ବଢିଯିବ । ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ । ଏହି ସପ୍ତାହରେ ଭ୍ରମଣର ଯୋଗ ରହିଛି । ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । AriesTaurusGeminiCancerLeoVirgoLibraScorpioSagittariusCapricornAquariusPisces Read More