• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Feb 2024: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଅନେକ ସଫଳତା ପାଇବେ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।

Aries

ମେଷ

Friday 09 Feb 2024

ଅଶ୍ୱନୀ- ସାମାଜିକ, ଗଠନମୂଳକ କାର୍ଯ୍ୟରେ ଯୋଗଦାନ କରିବେ । ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

ଦ୍ୱିଜା- ରାଜନୈତିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପିଲାମାନଙ୍କର ଉନ୍ନତିରେ ଖୁସି ଅନୁଭବ କରିବେ ।

କୃତିକା- ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଅନ୍ୟମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବା ଉଚିତ୍ । ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ

ପ୍ରତିକାର - ୫ଟି ନାଲି ମନ୍ଦାର ଫୁଲକୁ ସୂର୍ଯ୍ୟ ଦେବତାକୁ ଅର୍ପଣ କରନ୍ତୁ 

 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :