• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th May 2024: ଆଜି ଏହି ରାଶିର ବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର- ମେଷ ସନ୍ଧ୍ୟା ୦୭.୦୭ ଗତେ ବୃଷ,ତିଥି- ଅମାବାସ୍ୟା ଦିବା ୦୮.୫୧ ଗତେ ପ୍ରତିପଦ,ଘାତଚନ୍ଦ୍ର- ମେଷ ରାଶିର, ସନ୍ଧ୍ୟା ୦୭.୦୭ ଗତେ ବିଛା ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୦୧.୩୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Aries

ମେଷ

Wednesday 08 May 2024

ଅଶ୍ୱନୀ- ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣଙ୍କ କାର‌୍ୟ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା ରହିଛି ।

କୃତିକା- ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ନୂଆ ଘର ତିଆରି କରିବା ପାଇଁ ଯୋଜନା କରିବେ

ଦ୍ୱିଜା- ଛାତ୍ରଛାତ୍ରୀ ବିଦ୍ୟାରେ ସଫଳ ହେବେ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ବିଶ୍ୱାସୀ ଲୋକ ମାନେ ଧୋକା ଦେଇପାରନ୍ତି

ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :