Advertisment

Daily Horoscope 6th May 2024: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ସଫଳତା ପାଇବେ

author-image
Sonali Ojha
Daily Horoscope 6th May 2024: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ସଫଳତା ପାଇବେ
ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ସୋମବାର। ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୩ ଗତେ ମେଷ। ତିଥି- ତ୍ରୟୋଦଶୀ ଦିବା ୦୨.୪୦ ଗତେ ଚତୁର୍ଦ୍ଦଶୀ।। ଘାତଚନ୍ଦ୍ର- ଧନୁ ରାଶିର , ସନ୍ଧ୍ୟା ୦୫.୪୩ ଗତେ ମେଷ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।