Advertisment

Daily Horoscope 6th June 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ

author-image
Chandan Shishu
Daily Horoscope 6th June 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ନିଶାନ୍ତ ୦୪.୪୦ ଗତେ ମକର,ତିଥି – ୩ୟା ରାତ୍ରି ୧୨.୫୦ ଗତେ ୪ର୍ଥୀ । ଘାତ ଚନ୍ଦ୍ର – ତୁଳା , କୁମ୍ଭ ନିଶାନ୍ତ ୦୪.୪୦ ଗତେ ସିଂହ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି – ଭୂମିଦାନ ରାତ୍ରି ୧୧.୧୩ ଗତେ ୨ପାଦ-କୃଷି ଓ ବଂଶହାନି