Daily Horoscope 5th November 2024: ଆଜି ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1730779369-211045.jpg)
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୦୯.୪୪ ଗତେ ଧନୁ,ତିଥି-୪ର୍ଥୀ ରାତ୍ରି ୧୨.୧୭ ଗତେ ୫ମୀ ,ଘାତଚନ୍ଦ୍ର- ଦିବା ୦୯.୪୪ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧-ପାଦ-କୃଷିହାନି-ଭୂମିଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
