Daily Horoscope 30 Dec 2023: ଏହି ରାଶିର ବ୍ୟକ୍ତି ଆଜି ଯେଉଁ କାମ କରିବେ ସଫଳତା ମିଳିବ
/odishatv-khabar/media/media_files/uploadimage/library/16_9/16_9_0/IMAGE_1703905738-167907.jpg)
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- କର୍କଟ ନିଶାନ୍ତ ୦୫.୪୨ ଗତେ ସିଂହ । ତିଥି- ୩ୟା ଦିବା ୦୯.୪୪ ଗତେ ୪ର୍ଥୀ । ଘାତଚନ୍ଦ୍ର- ନିଶାନ୍ତ ୦୫.୪୨ ଗତେ କର୍କଟ ଓ ମକର ରାଶିର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନୀ-ଭୂମିଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
