Daily Horoscope 2nd September 2025: କ’ଣ ଅଛି ଆଜି ଆପଣଙ୍କର ଭାଗ୍ୟରେ ଜାଣନ୍ତୁ... Chinmayee Sahoo02 Sep 2025 07:32 IST ଅଶ୍ୱନୀ- କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । AriesTaurusGeminiCancerLeoVirgoLibraScorpioSagittariusCapricornAquariusPisces Read More