• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd April 2024: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ନିଶାନ୍ତ ୦୪.୩୬ ଗତେ ମକର। ତିଥି- ୮ମୀ ରାତ୍ରି ୦୮.୦୯ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର।

Aries

ମେଷ

Tuesday 02 Apr 2024

ଅଶ୍ୱିନୀ- ମାନସିକ ଚାପରୁ ଦୂରେଇ ରୁହନ୍ତୁ । ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ । କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ।

ଦ୍ୱିଜା- ପରିବାରକୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କରିବେ । ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ନିଜର କ୍ୟାରିୟର ବିକାଶ ପାଇଁ ସମସ୍ତ ପ୍ରୟାସ କରିବେ ।

କୃତିକା- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ରାଜନୀତିରେ ସାହସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ।

ପ୍ରତିକାର – ହନୁମାନଙ୍କ ଆରାଧନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :