• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th January 2024: ଏହି ରାଶିର ବ୍ୟକ୍ତିମାନଙ୍କର ପୁରାତନ ରୋଗର ପୀଡା ବୃଦ୍ଧି ପାଇବ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର ।

Aries

ମେଷ

Monday 29 Jan 2024

ଅଶ୍ୱନୀ - ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ରହିବେ । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ ।
ଦ୍ୱିଜା - ଦୀର୍ଘଦିନରୁ ଅଟକି ରହିିଥିବା ନିର୍ମାଣ ତଥା ବ୍ୟବସାୟ ଭିତ୍ତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । ଆନୁଷ୍ଠାନିକ କାମରେ ଭଲ ପରାମର୍ଶ ଦେଇ ପ୍ରିୟପାତ୍ର ହୋଇପାରିବ । 
କୃତିକା - ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇବେ । ମହିଳା ମାନେ ପୁରୁଣା ବନ୍ଧୁଙ୍କ ସହ ସମୟ ବିତାଇବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ ।
ପ୍ରତିକାର -  ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :