• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜାଗା କିଣିବାର ଯୋଗ ରହିଛି

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୩ୟା ଦିବା ୧୦/୩୪ ଗତେ ୪ର୍ଥୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ନାସ୍ତି

Aries

ମେଷ

Friday 28 Oct 2022

ଅଶ୍ୱନୀ –ସୁସ୍ଥ ଅନୁଭବ କରିବେ । ପ୍ରେମିକାଙ୍କୁ ମନର କଥା କହିବେ । ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ ।

ଦ୍ୱିଜା –ରାଜନେତାଙ୍କ ସଂମ୍ମାନ ବଢିବ । ବ୍ୟବସାୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ବିଦ୍ୟାର୍ଥୀ ମାନେ କମ ଫଳ ପାଇବେ

କୃତିକା – ଓକିଲ ଜୟଯୁକ୍ତ ହେବେ । ମହିଳା ମାନେ ଦାୟିତ୍ୱବାନ ରହିବେ

ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :